ନଗଦ ଲେଖାମାନ

ଓଡ଼ିଆ ମାତୃଭାଷୀଙ୍କ ଡିଜିଟାଲ ନିରାପତ୍ତା: ଏକ ସାମାଜିକ-ଅର୍ଥନୈତିକ ଅବଲୋକନ 

ରାଇଜିଙ୍ଗ ଭଏସେସ  20 ଫେବ୍ରୁଆରି 2023

"ପ୍ରକୃତରେ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ସମାନ ଡିଜିଟାଲ ଦୁନିଆ ଗଢ଼ିବା ପାଇଁ ଓଡ଼ିଶାର ଅନେକ ଅବହେଳିତ ଗୋଷ୍ଠୀଙ୍କ ବାବଦରେ ଗଭୀର ସାମାଜିକ-ଅର୍ଥନୈତିକ ଏବଂ ଡିଜିଟାଲ ଉତ୍ପୀଡ଼ନର ଉଚ୍ଛେଦ ଜରୁରୀ ।"

୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର

ରାଇଜିଙ୍ଗ ଭଏସେସ  15 ଫେବ୍ରୁଆରି 2018

୨୦୧୮ ମସିହା ଫେବ୍ରୁଆରୀ ୧୪-୨୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମାତୃଭାଷା ମିମ ଅଭିଯାନରେ ଭାଗନେଇ ଏକ ସଂଖ୍ୟାଲଘୁ, ଆଦିମ କିମ୍ବା ବିରଳ ଭାଷାରେ ଏକ ମିମ ତିଆରି ପାଇଁ ସମସ୍ତଙ୍କୁ ଏକ ଖୋଲା ଆମନ୍ତ୍ରଣ ।

ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ

ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।

ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା

"ଏଲ ସାଲଭାଡୋରର ପୋଟୋନ ଓ ପିସବି ଭାଷାଙ୍କ ପୁନରୁଜ୍ଜୀବୀକରଣ" ପ୍ରକଳ୍ପର ଏହା ପଞ୍ଚମ ଅପଡେଟ । ଏଗା ଲେଙ୍କା ଓ କାକାୱିରା ଲୋକଙ୍କ ପରିଚିତି ଦୃଢ଼ କରିବା ନିମନ୍ତେ ଓ ସେମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିଲା ।

ଜଣେ ଗରିବ ଭାରତୀୟ ଚାଷୀ ତା’ ପତ୍ନୀର ମୃତଦେହକୁ କାନ୍ଧରେ ବୋହିନେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅକ୍ଷମତାର ଚିହ୍ନ ହେଲା

  11 ସେପ୍ଟେମ୍ବର 2016

"ଆମେ ଏମିତି ଏକ ଦେଶରେ ରହୁଛୁ ଯେଉଁଠି ସାମ୍ବାଦିକ ଜଣେ ଏକ ଗରୀବ ଲୋକକୁ ତା ପତ୍ନୀର ଶବକୁ ଘରକୁ ନେବାରେ ସାହାଯ୍ୟ କଲାନାହିଁ [...] ଏ ଉପରେ ଖବରଟିଏ ।"

ଗୁଗୁଲ୍‌ର ଅକ୍ଷର ଚିହ୍ନିବା ସଫ୍ଟ‌ୱାର୍ ଏବେ ଦକ୍ଷିଣ ଏସିଆର ସବୁ ଭାଷା ପାଇଁ କାର୍ଯ୍ୟ କରୁଛି

ରାଇଜିଙ୍ଗ ଭଏସେସ  31 ଡିସେମ୍ବର 2015

ଗୁଗୁଲର ଓସିଆର ସଫ୍ଟଓଏର ପୃଥିବୀର ୨୪୮ରୁ ଅଧିକ ଭାଷା ପାଇଁ କାମ କରେ । ଏ ଭିତରେ ରହିଛି ପ୍ରାୟ ସମସ୍ତ ଜଣା ଦକ୍ଷିଣ ଏସୀୟ ଭାଷା । ଏହା ପୁରୁଣା ଲେଖାର ବିଶାଳ ଡିଜିଟାଲକରଣ ପାଇଁ ଆଶାସଞ୍ଚାର କରିଛି ।

ଭାରତର ପର୍ଣ୍ଣ ଅଟକ କିପରି ଓଲଟା ଅସୁବିଧା ଟାଣି ସାରା ଦେଶକୁ ଏକ କରିଦେଲା

GV ଆଡ଼ଭୋକେସି  9 ଅଗଷ୍ଟ 2015

କଟୁ ସମାଲୋଚନା କାରଣରୁ ଭାରତର ପର୍ଣ୍ଣୋଗ୍ରାଫି ବିଷୟବସ୍ତୁ ଥିବା ସାଇଟମାଙ୍କ ଉପରେ ସପ୍ତାହେ ଭିତରେ ଅଟକ ଉଠିଗଲା । କିନ୍ତୁ ସରକାରଙ୍କ ଉପରେ ନିନ୍ଦା ଏବେବି ଚାଲିଛି ।

ନିକଟର ମତାମତ

କୌଣସି ମତାମତ ମିଳିଲା ନାହିଁ ।