ଲେଖାସମୂହ ବାବଦରେ ଘୋଷଣାବଳୀ

୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର

ରାଇଜିଙ୍ଗ ଭଏସେସ  15 ଫେବ୍ରୁଆରି 2018

୨୦୧୮ ମସିହା ଫେବ୍ରୁଆରୀ ୧୪-୨୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମାତୃଭାଷା ମିମ ଅଭିଯାନରେ ଭାଗନେଇ ଏକ ସଂଖ୍ୟାଲଘୁ, ଆଦିମ କିମ୍ବା ବିରଳ ଭାଷାରେ ଏକ ମିମ ତିଆରି ପାଇଁ ସମସ୍ତଙ୍କୁ ଏକ ଖୋଲା ଆମନ୍ତ୍ରଣ ।

ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀକୁ ଜୁଏନିତା ଲିଅନ୍‍ଙ୍କୁ ସ୍ବାଗତ

24 ଜୁଲାଇ 2014

ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ, ବରଂ ଏହା ଭାବ ବିନିମୟର ମାଧ୍ୟମ ବୋଲି କହନ୍ତି ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍‍ ।

ସ୍ୱେଚ୍ଛାସେବୀମାନଙ୍କ ପାଇଁ ଡାକରା!

ଗ୍ଲୋବାଲ ଭଏସେସ ଏକ ଆନ୍ତର୍ଜାତିକ ସମୂହ ଯାହା ବିଶେଷ କରି ଆଗରୁ ଆନ୍ତର୍ଜାତିକ ମିଡିଆରେ ଶୁଣାଯାଇ ନଥିବା ସମ୍ବାଦମାନଙ୍କ ଉପରେ ଆଲୋକପାତ କରି ଆପଣଙ୍କ ପାଇଁ ସାରା ଜଗତର ନାଗରିକମାନଙ୍କ ତିଆରି ସମ୍ବାଦ ଆଣିଦେଇଥାଏ । ଆମେ ଏହି ଲିଙ୍ଗୁଆ ପ୍ରକଳ୍ପରେ ଯୋଗଦେବା ପାଇଁ ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କୁ ଖୋଜୁଛୁ । ଏହି ପ୍ରକଳ୍ପ ଜଗତରର ବିଶାଳତମ ଅନୁବାଦକ ମାନଙ୍କର ଓ ସର୍ବାଧିକ ସକ୍ରିୟ ସମୂହ ଭାବେ ଚର୍ଚ୍ଚିତ । ଆମେ...