ଅକ୍ଟୋବର, 2014

ଲେଖାସମୂହ (କେବେ ଠାରୁ) ଅକ୍ଟୋବର, 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

  14 ଅକ୍ଟୋବର 2014

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ

GV ଆଡ଼ଭୋକେସି  12 ଅକ୍ଟୋବର 2014

ତାଙ୍କର ଓପନ ସୋର୍ସ ସଫ୍ଟଓଏର ବ୍ୟବହାର କରି ଅନ୍ୟମାନେ ପର୍ଣୋଗ୍ରାଫିକ ଛବି ଡାଉନଲୋଡ଼ କରୁଥିବାରୁ ସଇଦ ମାଲେକପୁର ମୂଳତଃ "ଧରାର ଅନୀତିକାରୀ ଭାବେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

  8 ଅକ୍ଟୋବର 2014

ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।