ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ ଦ୍ୱୀପପୁଞ୍ଜ-ଭାଷାସମୂହ ଖୁବ ସୁନ୍ଦର ଭାବେ ପରିବେଷଣ କରିବା ସହ ସମୁଜ୍ଜଳ ହୋଇ ସୁଦ୍ଧା ଭଙ୍ଗୁର ଭାଷାଗତ ବିଭିନ୍ନତା ବାବଦେ ଜଣାଇଥିଲେ ।”
Happy International #MotherLanguage Day! We're tweeting our languages all day as a proud part of this initiative: http://t.co/fQSvzAiBKF
— Ngukurr Language Ctr (@NgukurrLC) February 20, 2015
ମାତୃଭାଷା ଦିବସର ଶୁଭେଚ୍ଛା! ଆମେ ନିଜ ଭାଷା ଦିନ ଯାକ ଟୁଇଟ କରୁଛୁ ଆଉ ସଗର୍ବେ ଏହି ଆନ୍ଦୋଳନରେ ଭାଗ ନେଇଛୁ:
— ଅଙ୍ଗୁକର ଲାଙ୍ଗୁଏଜ ସେଣ୍ଟର, ଫେବୃଆରୀ ୨୦, ୨୦୧୫
ଅଧିକ ଜାଣିବା ନିମନ୍ତେ ନିଜ ଭାଷାରେ #Motherlanguage ସହିତ ଟୁଇଟ କରି ଭାଷାଗତ ବିଭିନ୍ନତା ପାଳନ କରନ୍ତୁ ।